Online Bible

- Reklamy -




ପ୍ରେରିତ 4:35 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

35 ଆଉ ପ୍ରତ୍ୟେକ ଜଣକୁ ତାʼର ଅଭାବ ଅନୁସାରେ ବିତରଣ କରାଯାଉଥିଲା।

Viz kapitola kopírovat

ଓଡିଆ ବାଇବେଲ

35 ଆଉ ପ୍ରତ୍ୟେକ ଜଣକୁ ତା'ର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

35 ସେ ସବୁ ବିକ୍ରୟ କରି ଅର୍ଥ ଆଣି ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଦେଉଥିଲେ ଓ ସେହି ଅର୍ଥ ସେମାନଙ୍କ ମଧ୍ୟରେ ପ୍ରତ୍ୟେକର ଆବଶ୍ୟକତା ଅନୁଯାୟୀ ବଣ୍ଟନ କରାଯାଉଥିଲା।

Viz kapitola kopírovat

ପବିତ୍ର ବାଇବଲ

35 ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।

Viz kapitola kopírovat




ପ୍ରେରିତ 4:35

Následuj nás:

Reklamy


Reklamy