ପ୍ରେରିତ 28:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସର୍ପ ବାହାରି ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସାପ ବାହାରି ତାଙ୍କ ହାତରେ କାମୁଡ଼ି ଲାଗିରହିଲା। Viz kapitolaଓଡିଆ ବାଇବେଲ3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସାପ ବାହାରି ତାଙ୍କ ହାତରେ କାମୁଡ଼ି ଲାଗିରହିଲା । Viz kapitolaପବିତ୍ର ବାଇବଲ (CL) NT (BSI)3 ପାଉଲ ବିଡ଼ାଏ କାଠ ଉଠାଇ ନିଅାଁରେ ପକାଇବାକୁ ଯାଉଥିବାବେଳେ ସେଥିରୁ ଗୋଟିଏ ସାପ ବାହାରିଲା ଓ ଉତ୍ତାପରୁ ରକ୍ଷା ପାଇବା ପାଇଁ ତାଙ୍କ ହାତ ଉପରକୁ ଚଢ଼ି ସେଠାରେ ଲାଖି ରହିଲା। Viz kapitolaପବିତ୍ର ବାଇବଲ3 ପାଉଲ ବିଡ଼ାଏ କାଠ ଏକତ୍ର କରି ନିଆଁରେ ପକାଇଲେ। ସେତେବେଳେ ନିଆଁର ଉତ୍ତାପ ହେତୁ ଗୋଟିଏ ବିଷାକ୍ତ ସାପ ବାହାରି ପାଉଲଙ୍କ ହାତକୁ କାମୁଡ଼ି ଦେଲା। Viz kapitola |