Online Bible

- Reklamy -




ପ୍ରେରିତ 27:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

8 ପୁଣି କଷ୍ଟରେ କୂଳେ କୂଳେ ଯାଇ ‘ସୁନ୍ଦର ବନ୍ଦରʼ ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସେଥିର ନିକଟବର୍ତ୍ତୀ।

Viz kapitola kopírovat

ଓଡିଆ ବାଇବେଲ

8 ପୁଣି, କଷ୍ଟରେ କୂଳେ କୂଳେ ଯାଇ 'ସୁନ୍ଦର ବନ୍ଦର' ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସେଥିର ନିକଟବର୍ତ୍ତୀ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

8 ଆମେ କୂଳେ କୂଳେ ବହୁତ କଷ୍ଟରେ ଲାସିଆ ସହର ନିକଟସ୍ଥ ‘ସୁ-ପୋତାଶ୍ରୟ’ ନାମକ ସ୍ଥାନରେ ପହଞ୍ôଚଲୁ।

Viz kapitola kopírovat

ପବିତ୍ର ବାଇବଲ

8 ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ।

Viz kapitola kopírovat




ପ୍ରେରିତ 27:8

Následuj nás:

Reklamy


Reklamy