ପ୍ରେରିତ 25:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ। Viz kapitolaପବିତ୍ର ବାଇବଲ (Re-edited) - (BSI)4 ସେଥିରେ ଫେଷ୍ଟ ଉତ୍ତର ଦେଲେ, ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ। Viz kapitolaଓଡିଆ ବାଇବେଲ4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ । Viz kapitolaପବିତ୍ର ବାଇବଲ (CL) NT (BSI)4 ଫେଷ୍ଟସ୍ କହିଲେ, “ପାଉଲଙ୍କୁ ଏକ ବନ୍ଦୀ ରୂପେ ସିସେରିଆରେ ରଖାଯାଇଛି ଓ ଶୀଘ୍ର ମୁଁ ନିଜେ ସେଠାକୁ ଫେରିଯିବି। Viz kapitolaପବିତ୍ର ବାଇବଲ4 କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। Viz kapitola |