ପ୍ରେରିତ 24:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି, Viz kapitolaପବିତ୍ର ବାଇବଲ (Re-edited) - (BSI)12 ଆଉ, ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ଵା ଜନତାକୁ ମତାଇବାର ଦେଖି ନାହାନ୍ତି, Viz kapitolaଓଡିଆ ବାଇବେଲ12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାଁନ୍ତି, Viz kapitolaପବିତ୍ର ବାଇବଲ (CL) NT (BSI)12 ମନ୍ଦିରରେ କାହାରି ସହିତ ମୋତେ ଯୁକ୍ତିତର୍କ କରୁଥିବା ଇହୁଦୀମାନେ ଦେଖି ନ ଥିଲେ କିମ୍ବା ସମାଜ ଗୃହମାନଙ୍କରେ ଅବା ସହରର ଅନ୍ୟ କୌଣସି ସ୍ଥାନରେ ମୋତେ ଲୋକମାନଙ୍କୁ ବତାଉ ଥିବାର ଦେଖି ନ ଥିଲେ। Viz kapitolaପବିତ୍ର ବାଇବଲ12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। Viz kapitola |