ପ୍ରେରିତ 22:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)2 ସେ ସେମାନଙ୍କ ନିକଟରେ ଏବ୍ରୀ ଭାଷାରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। Viz kapitolaଓଡିଆ ବାଇବେଲ2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ । Viz kapitolaପବିତ୍ର ବାଇବଲ (CL) NT (BSI)2 ସେମାନଙ୍କ ସହିତ ସେ ହ୍ରିବୁ ଭାଷାରେ କଥା କହିବା ଶୁଣି ସେମାନେ ଆହୁରି ନୀରବ ହେଲେ ଓ ପାଉଲ କହିବାକୁ ଲାଗିଲେ: Viz kapitolaପବିତ୍ର ବାଇବଲ2 ସେମାନେ ପାଉଲଙ୍କୁ ଯିହୂଦୀ ଭାଷାରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହୋଇଗଲେ। ତା'ପରେ ପାଉଲ କହିଲେ, Viz kapitola |