ପ୍ରେରିତ 21:35 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା, Viz kapitolaପବିତ୍ର ବାଇବଲ (Re-edited) - (BSI)35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହି ନେଇଯିବାକୁ ପଡ଼ିଲା, Viz kapitolaଓଡିଆ ବାଇବେଲ35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହି ନେଇଯିବାକୁ ପଡ଼ିଲା, Viz kapitolaପବିତ୍ର ବାଇବଲ (CL) NT (BSI)35 ସେମାନେ ତାଙ୍କୁ ନେଇ ଦୁର୍ଗ ପାହାଚ ନିକଟରେ ପହଞ୍ଚିବାବେଳକୁ ତାଙ୍କୁ ଘେରି ରହିଥିବା ଜନତା ଏଡ଼େ ଉତ୍ସୃଙ୍ଖଳ ହେଲେ ଯେ ସୈନ୍ୟମାନେ ପାଉଲଙ୍କୁ ବୋହି ନେଇଗଲେ। Viz kapitolaପବିତ୍ର ବାଇବଲ35 ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ। Viz kapitola |