Online Bible

- Reklamy -




ପ୍ରେରିତ 20:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

22 ଏବେ ଦେଖ, ମୁଁ ଆତ୍ମାରେ ବାଧ୍ୟ ହୋଇ ଯିରୂଶାଲମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କʼଣ କʼଣ ଘଟିବ, ତାହା ମୁଁ ଜାଣେ ନାହିଁ; କେବଳ ଏତିକି ଜାଣେ,

Viz kapitola kopírovat

ଓଡିଆ ବାଇବେଲ

22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କ'ଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

22 ବର୍ତ୍ତମାନ ପବିତ୍ରଆତ୍ମାଙ୍କର ନିର୍ଦ୍ଦେଶ ପାଳନ କରି ମୁଁ ଯିରୂଶାଲମକୁ ଯାଉଛି - ଜାଣେନା ସେଠାରେ ମୋର କଅଣ ହେବ।

Viz kapitola kopírovat

ପବିତ୍ର ବାଇବଲ

22 “କିନ୍ତୁ ମୁଁ ବର୍ତ୍ତମାନ ପବିତ୍ରଆତ୍ମାଙ୍କର ବାଧ୍ୟ ହୋଇ ଯିରୁଶାଲମକୁ ଯାଉଛି। ମୁଁ ଜାଣି ନାହିଁ, ମୋର ସେଠାରେ କ’ଣ ହେବ।

Viz kapitola kopírovat




ପ୍ରେରିତ 20:22

Následuj nás:

Reklamy


Reklamy