ପ୍ରେରିତ 16:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)33 ଆଉ, ସେ ସେମାନଙ୍କୁ ରାତ୍ରିର ସେହି ଘଡ଼ିରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ। Viz kapitolaଓଡିଆ ବାଇବେଲ33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ । Viz kapitolaପବିତ୍ର ବାଇବଲ (CL) NT (BSI)33 ରାତ୍ରିର ସେହି ମୁହୂର୍ତ୍ତରେ କାରାରକ୍ଷକ ସେମାନଙ୍କୁ ନେଇ ଯାଇ ସେମାନଙ୍କର କ୍ଷତ ସବୁ ଧୋଇ ଦେଲେ, ପୁଣି ପରିବାରର ସମସ୍ତେ ସେହିକ୍ଷଣି ଜଳଦୀକ୍ଷା ଗ୍ରହଣ କଲେ। Viz kapitolaପବିତ୍ର ବାଇବଲ33 କାରାଗାର ଅଧିକାରୀ ସେମାନଙ୍କୁ ନେଇ ସେହି ମଧ୍ୟରାତ୍ରିରେ ସେମାନଙ୍କର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ। ତା'ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ବାପ୍ତିଜିତ ହେଲେ। Viz kapitola |