ପ୍ରେରିତ 12:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)23 ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ଵରଙ୍କୁ ଗୌରବ ଦେଲେ ନାହିଁ, ଆଉ ସେ କୀଟ ଦ୍ଵାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ। Viz kapitolaଓଡିଆ ବାଇବେଲ23 ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ । Viz kapitolaପବିତ୍ର ବାଇବଲ (CL) NT (BSI)23 ସେହିକ୍ଷଣି ପ୍ରଭୁଙ୍କର ଦୂତ ହେରୋଦଙ୍କୁ ଆଘାତ କଲେ, କାରଣ ଈଶ୍ୱରଙ୍କୁ ଯେଉଁ ଗୌରବ ଦେବା କଥା, ସେ ତାହା ତାଙ୍କୁ ଦେଇ ନ ଥିଲେ। କୀଟଦ୍ରଂଷ୍ଟ ହୋଇ ସେ ମୃତ୍ୟୁଭୋଗ କଲେ। Viz kapitolaପବିତ୍ର ବାଇବଲ23 ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ। Viz kapitola |