ପ୍ରେରିତ 10:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ; Viz kapitolaପବିତ୍ର ବାଇବଲ (Re-edited) - (BSI)1 କାଇସରିଆ ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ; Viz kapitolaଓଡିଆ ବାଇବେଲ1 କାଇସରିୟା ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ; Viz kapitolaପବିତ୍ର ବାଇବଲ (CL) NT (BSI)1 ସିସେରିୟା ନିବାସୀ କର୍ଣ୍ଣୀଲିୟ “ଇଟାଲୀୟ ବାହିନୀ” ନାମକ ରୋମୀୟ ସୈନ୍ୟବାହିନୀର ସେନାପତି ଥିଲେ। Viz kapitolaପବିତ୍ର ବାଇବଲ1 କାଇସରୀଆ ନଗରରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ୟବାହିନୀର ଏକ ବିଭାଗରେ ପଦାଧିକାରୀ ଥିଲେ। Viz kapitola |