Online Bible

- Reklamy -




2 ଶାମୁୟେଲ 12:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

14 ତଥାପି ଏହି କର୍ମ ଦ୍ଵାରା ନିନ୍ଦା କରିବା ପାଇଁ ସଦାପ୍ରଭୁଙ୍କ ଶତ୍ରୁମାନଙ୍କୁ ତୁମ୍ଭେ ନିତା; ସୁଯୋଗ ଦେଇଅଛ, ଏହେତୁ ତୁମ୍ଭର ଏହି ଯେ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।

Viz kapitola kopírovat

ଓଡିଆ ବାଇବେଲ

14 ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।”

Viz kapitola kopírovat

ପବିତ୍ର ବାଇବଲ

14 କିନ୍ତୁ ତୁମ୍ଭେ ଏହି କୁକର୍ମ କରି ସଦାପ୍ରଭୁଙ୍କୁ ବହୁତ ଅସମ୍ମାନ ଦେଖାଇଅଛ। ତେଣୁ ଜନ୍ମ କରୁଥିବା ପୁତ୍ରଗଣ ନିଶ୍ଚୟ ମରିବ।”

Viz kapitola kopírovat




2 ଶାମୁୟେଲ 12:14

Následuj nás:

Reklamy


Reklamy