Online Bible

- Reklamy -




2 ରାଜାବଳୀ 4:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ସାକ୍ଷାତ କରି ପଚାର, ତୁମ୍ଭର ସମସ୍ତ ବିଷୟ ମଙ୍ଗଳ ତ? ତୁମ୍ଭ ସ୍ୱାମୀର ମଙ୍ଗଳ ତ? ବାଳକର ମଙ୍ଗଳ ତ?” ତହୁଁ ସେ ଉତ୍ତର କଲା, “ମଙ୍ଗଳ।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

26 ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ଭେଟି ପଚାର, ତୁମ୍ଭର ମଙ୍ଗଳ? ତୁମ୍ଭ ସ୍ଵାମୀର ମଙ୍ଗଳ? ବାଳକର ମଙ୍ଗଳ? ତହୁଁ ସେ ଉତ୍ତର କଲା, ମଙ୍ଗଳ।

Viz kapitola kopírovat

ଓଡିଆ ବାଇବେଲ

26 ମୁଁ ବିନୟ କରୁଅଛି, ଦୌଡ଼ିଯାଇ ତାହାକୁ ସାକ୍ଷାତ କରି ପଚାର, ‘ତୁମ୍ଭର ସମସ୍ତ ବିଷୟ ମଙ୍ଗଳ ତ ? ତୁମ୍ଭ ସ୍ୱାମୀର ମଙ୍ଗଳ ତ ? ବାଳକର ମଙ୍ଗଳ ତ ?’” ତହୁଁ ସେ ଉତ୍ତର କଲା, “ମଙ୍ଗଳ।”

Viz kapitola kopírovat

ପବିତ୍ର ବାଇବଲ

26 ମୁଁ ବିନୟ କରୁଛି, ଦୌଡ଼ିଯାଇ ତାକୁ ଭେଟି ପଗ୍ଭର ‘ସବୁ ଠିକ୍ ଅଛି କି? ତୁମ୍ଭ ସ୍ୱାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?’” ଗିହୋଜୀ ଯେତେବେଳେ ସ୍ତ୍ରୀଲୋକକୁ ଏହିସବୁ ପଗ୍ଭରିଲେ ସେ ଉତ୍ତର କଲା, “ସମସ୍ତ ମଙ୍ଗଳ।”

Viz kapitola kopírovat




2 ରାଜାବଳୀ 4:26

Následuj nás:

Reklamy


Reklamy