Online Bible

- Reklamy -




2 ରାଜାବଳୀ 15:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଇସ୍ରାଏଲର ରାଜା ଯାରବୀୟାମଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍‍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ୱ କରିବାକୁ ଆରମ୍ଭ କଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

1 ଇସ୍ରାଏଲର ରାଜା ଯାରବୀୟାମ୍ଙ୍କର ଅଧିକାରର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍ସୀୟଙ୍କର ପୁତ୍ର ଅସରୀୟ ରାଜ୍ୟ କରିବାକୁ ଆରମ୍ଭ କଲେ।

Viz kapitola kopírovat

ଓଡିଆ ବାଇବେଲ

1 ଇସ୍ରାଏଲର ରାଜା ଯାରବୀୟାମ୍‍ଙ୍କ ରାଜତ୍ଵର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍‍ସୀୟଙ୍କର ପୁତ୍ର ଅସରୀୟ ରାଜତ୍ଵ କରିବାକୁ ଆରମ୍ଭ କଲେ।

Viz kapitola kopírovat

ପବିତ୍ର ବାଇବଲ

1 ଇସ୍ରାଏଲରେ ଯାରବିୟାମଙ୍କ ରାଜତ୍ୱର ସତାଇଶ୍ ବର୍ଷରେ ଅମ‌ତ୍‌ସିୟଙ୍କର ପୁତ୍ର ଅସରିୟ ଯିହୁଦାରେ ରାଜା ହେଲେ।

Viz kapitola kopírovat




2 ରାଜାବଳୀ 15:1

Následuj nás:

Reklamy


Reklamy