୨ କରିନ୍ଥୀୟ 9:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଯେପରି ଶାସ୍ତ୍ରରେ ଲେଖାଅଛି, “ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ।” Viz kapitolaପବିତ୍ର ବାଇବଲ (Re-edited) - (BSI)9 ଯେପରି ଲେଖାଅଛି, “ସେ ମୁକ୍ତହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଚିରକାଳସ୍ଥାୟୀ।” Viz kapitolaଓଡିଆ ବାଇବେଲ9 ଯେପରି ଲେଖା ଅଛି, "ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ ।'' Viz kapitolaପବିତ୍ର ବାଇବଲ (CL) NT (BSI)9 ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଅଭାବଗ୍ରସ୍ତ ଲୋକମାନଙ୍କୁ ସେ ଉଦାର ଭାବରେ ଦାନ କରନ୍ତି; ତାଙ୍କ କୃପା ଚିରସ୍ଥାୟୀ।” Viz kapitolaପବିତ୍ର ବାଇବଲ9 ଶାସ୍ତ୍ରରେ ଏହା ଲେଖା ଅଛି: “ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ ତା'ର ଦୟା ସର୍ବଦା ପାଇଁ ରହି ଥାଏ।” Viz kapitola |