୨ କରିନ୍ଥୀୟ 3:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। Viz kapitolaପବିତ୍ର ବାଇବଲ (Re-edited) - (BSI)16 କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। Viz kapitolaଓଡିଆ ବାଇବେଲ16 କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ । Viz kapitolaପବିତ୍ର ବାଇବଲ (CL) NT (BSI)16 କିନ୍ତୁ ସେହି ଆବରଣ ଘୁଞ୍ଚା ଯାଇପାରେ। କାରଣ ଧର୍ମଶାସ୍ତ୍ରରେ ମୋଶାଙ୍କ ବିଷୟରେ ଉଲ୍ଲଖ ଅଛି, “ପ୍ରଭୁଙ୍କ ଆଫକୁ ମୁଖ ଫେରାଇବାକୁ ସେହି ଆବରଣ ଘଞ୍ଚାଗଲା।” Viz kapitolaପବିତ୍ର ବାଇବଲ16 କିନ୍ତୁ ଜଣେ ଲୋକ ଯେତେବେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସେହି ଆବରଣଟି ବାହାର କରିଦିଆ ଯାଏ। Viz kapitola |