୨ କରିନ୍ଥୀୟ 11:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ତୁମ୍ଭେମାନେ ଯଦି ମୋହର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ! ହଁ, ତୁମ୍ଭେମାନେ ତ ମୋʼ ପ୍ରତି ସହିଷ୍ଣୁ। Viz kapitolaପବିତ୍ର ବାଇବଲ (Re-edited) - (BSI)1 ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କର; ! ହଁ, ତୁମ୍ଭେମାନେ ତ ମୋʼଣପ୍ରତି ସହିଷ୍ଣୁ। Viz kapitolaଓଡିଆ ବାଇବେଲ1 ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ ! ହଁ, ତୁମ୍ଭେମାନେ ତ ମୋ' ପ୍ରତି ସହିଷ୍ଣୁ । Viz kapitolaପବିତ୍ର ବାଇବଲ (CL) NT (BSI)1 ମୁଁ ଚାହେଁ, କୌଣସି ବିଷୟେ ଟିକିଏ ନିର୍ବୋଧ ହେଲେ ମଧ୍ୟ ତୁମ୍ଭେମାନେ ମୋତେ ସହ୍ୟ କରିବ। Viz kapitolaପବିତ୍ର ବାଇବଲ1 ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ। Viz kapitola |