୧ ତୀମଥି 1:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, Viz kapitolaପବିତ୍ର ବାଇବଲ (Re-edited) - (BSI)8 କିନ୍ତୁ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ସ୍ଥାପିତ ନ ହୋଇ ସ୍ଵେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ଵେଷୀ, ପିତୃହନ୍ତା ଓ ମାତୃହନ୍ତା, Viz kapitolaଓଡିଆ ବାଇବେଲ8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, Viz kapitolaପବିତ୍ର ବାଇବଲ (CL) NT (BSI)8 ଆମେ ଜାଣୁ ଯେ, ବ୍ୟବସ୍ଥା ଯଥାର୍ଥ ଭାବରେ ପାଳନ କରାଯାଇ ପାରିଲେ, ତାହା ଉତ୍ତମ। Viz kapitolaପବିତ୍ର ବାଇବଲ8 ଆମ୍ଭେ ଜାଣୁ ଯେ, ବ୍ୟବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ୟବହାର କରନ୍ତି। Viz kapitola |