1 ରାଜାବଳୀ 8:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି। Viz kapitolaପବିତ୍ର ବାଇବଲ (Re-edited) - (BSI)12 ତହୁଁ ଶଲୋମନ କହିଲେ, ସଦାପ୍ରଭୁ ଘୋର ଅନ୍ଧକାରରେ ବାସ କରିବେ ବୋଲି କହିଅଛନ୍ତି। Viz kapitolaଓଡିଆ ବାଇବେଲ12 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି। Viz kapitolaପବିତ୍ର ବାଇବଲ12 ତା'ପରେ ଶଲୋମନ କହିଲେ, “ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ଯ୍ୟକୁ ସୃଷ୍ଟି କରିଅଛନ୍ତି। ମାତ୍ର ସେ ଘୋର ଅନ୍ଧକାର ମେଘରେ ବାସ କରିବାକୁ ପସନ୍ଦ କରନ୍ତି। Viz kapitola |