Online Bible

- Reklamy -




୧ କରିନ୍ଥୀୟ 7:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଭାର୍ଯ୍ୟାର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ ଅଧିକାର ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

4 ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ଵାମୀର ଅଛି; ସେହିପ୍ରକାରେ ମଧ୍ୟ ସ୍ଵାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି।

Viz kapitola kopírovat

ଓଡିଆ ବାଇବେଲ

4 ଭାର୍ଯ୍ୟାର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ସ୍ୱାମୀର ଅଛି; ସେହି ପ୍ରକାରେ ମଧ୍ୟ ସ୍ୱାମୀର ଆପଣା ଶରୀର ଉପରେ କ୍ଷମତା ନାହିଁ, କିନ୍ତୁ ଭାର୍ଯ୍ୟାର ଅଛି ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

4 ନିଜ ଶରୀର ଉପରେ ସ୍ତ୍ରୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ୱାମୀର ଅଛି। ଠିକ୍ ସେହିପରି, ନିଜ ଶରୀର ଉପରେ ସ୍ୱାମୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ତ୍ରୀର ଅଛି।

Viz kapitola kopírovat

ପବିତ୍ର ବାଇବଲ

4 ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି।

Viz kapitola kopírovat




୧ କରିନ୍ଥୀୟ 7:4

Následuj nás:

Reklamy


Reklamy