Online Bible

- Reklamy -




୧ କରିନ୍ଥୀୟ 15:43 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ୱାରା ଉତ୍ଥିତ ହୁଏ;

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

43 ଅନାଦରରେ ବୁଣାଯାଏ, ଗୌରବାନ୍ଵିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ସବଳ ହୋଇ ଉତ୍ଥିତ ହୁଏ;

Viz kapitola kopírovat

ଓଡିଆ ବାଇବେଲ

43 ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ; ଦୁର୍ବଳତାରେ ବୁଣାଯାଏ, ଶକ୍ତି ଦ୍ବାରା ଉତ୍ଥିତ ହୁଏ;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

43 ସମାଧି ଦିଆଯାଉଥିବା ଶରୀର ନଶ୍ୱର। କିନ୍ତୁ ପୁନରୁତ୍ଥିତ ଶରୀର ଅବିନଶ୍ୱର।

Viz kapitola kopírovat

ପବିତ୍ର ବାଇବଲ

43 ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉ‌ତ୍‌‌ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉ‌ତ୍‌‌ଥିତ ହୁଏ।

Viz kapitola kopírovat




୧ କରିନ୍ଥୀୟ 15:43

Následuj nás:

Reklamy


Reklamy