୧ କରିନ୍ଥୀୟ 15:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ। Viz kapitolaପବିତ୍ର ବାଇବଲ (Re-edited) - (BSI)19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୁର୍ଭାଗ୍ୟ। Viz kapitolaଓଡିଆ ବାଇବେଲ19 ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ । Viz kapitolaପବିତ୍ର ବାଇବଲ (CL) NT (BSI)19 ଯଦି ଖ୍ରୀଷ୍ଟଙ୍କଠାରେ ଆମର ଭରସା କେବଳ ଏ ଜୀବନ ପାଇଁ ଉଦ୍ଦିଷ୍ଟ, ତେବେ ଅନ୍ୟ ସମସ୍ତଙ୍କଠାରୁ ଆମର ଅବସ୍ଥା ଅଧିକ ଦୟନୀୟ। Viz kapitolaପବିତ୍ର ବାଇବଲ19 ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା'ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ। Viz kapitola |