୧ କରିନ୍ଥୀୟ 14:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ। Viz kapitolaପବିତ୍ର ବାଇବଲ (Re-edited) - (BSI)29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି ଅନ୍ୟମାନେ ବିଚାର କରନ୍ତୁ। Viz kapitolaଓଡିଆ ବାଇବେଲ29 ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ । Viz kapitolaପବିତ୍ର ବାଇବଲ (CL) NT (BSI)29 ଦୁଇ ବା ତିନି ଜଣ ଈଶ୍ୱରଙ୍କ ବାର୍ତ୍ତା ପରିବେଷଣ କରନ୍ତୁ, ଅନ୍ୟମାନେ ତାହା ବିଚାର କରି ଦେଖନ୍ତୁ। Viz kapitolaପବିତ୍ର ବାଇବଲ29 ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍। Viz kapitola |