୧ କରିନ୍ଥୀୟ 14:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍ କହିବ? Viz kapitolaପବିତ୍ର ବାଇବଲ (Re-edited) - (BSI)16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ଵାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍ କହିବ? Viz kapitolaଓଡିଆ ବାଇବେଲ16 ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍ କହିବ ? Viz kapitolaପବିତ୍ର ବାଇବଲ (CL) NT (BSI)16 ତା’ ନ ହେଲେ ଈଶ୍ୱରଙ୍କୁ କେବଳ ତୁମ ଆତ୍ମାର ଉଚ୍ଛ୍ୱାସରେ କୃତଜ୍ଞତା ଜ୍ଞାପନ ଭଲାବେଳେ, ସେଠାରେ ଉପସ୍ଥିତ ଥିବା ଜଣେ ସାଧାରଣ ଲୋକ କିପରି ତୁମ ସହିତ ‘ଆମେନ୍’ (ତଥାସ୍ତୁ) କହିବ? କାରଣ ତୁମେ କ’ଣ କହୁଛ, ତାହା ସେ ଜାଣିପାରେ ନାହିଁ। Viz kapitolaପବିତ୍ର ବାଇବଲ16 ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? Viz kapitola |