1 ବଂଶାବଳୀ 1:49 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 ପୁଣି, ଶୌଲ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)49 ପୁଣି ଶୌଲ୍ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ। Viz kapitolaଓଡିଆ ବାଇବେଲ49 ପୁଣି, ଶୌଲ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ। Viz kapitolaପବିତ୍ର ବାଇବଲ49 ଶୌଲଙ୍କର ମୃତ୍ୟୁ ପରେ ଅକ୍ବୋରଙ୍କ ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ। Viz kapitola |