ପ୍ରକାସିତ୍ 20:4 - ବ୍ଡ଼୍ ହ୍ର୍ଜା ବାଇବଲ4 ତାର୍ ହ୍ଚେ ମୁଇ ତିନିଗଟ୍ ରାଜ୍ଗାଦି ଆର୍ ତାର୍ଉହ୍ରେ ଲକ୍ମ୍ନ୍କେ ବ୍ସି ରିଲାର୍ ଦ୍କ୍ଲେ। ସେ ଲକ୍ମ୍ନ୍କେ ବିଚାର୍ କ୍ର୍ତା ଶ୍କ୍ତି ଦିଆ ଅଇରିଲି। ଯୀଶୁର୍ ହାଇଁ ସାକି ଅମା ଆର୍ ଇଶ୍ଵରାର୍ ବାକ୍ୟ ପର୍ଚାର୍ କ୍ର୍ତା ହାଇଁ ଜୁଇ ଲକ୍ମ୍ନ୍କେ ମାରି ଦିଆ ଅଇରିଲି। ମୁଇ ସେ ଲକ୍ମ୍ନ୍କାର୍ ଆତ୍ମାକେ ଦ୍କ୍ଲେ। ସେ ଲକ୍ମ୍ନ୍ ପଶୁକେ କି ତାର୍ ମୁର୍ତିକେ ହୁଜାକ୍ରି ନ୍ରିଲାଇ। ସେମ୍ନ୍ ତାକାର୍ କ୍ହାଳେ କି ଆତେ ସେ ପଶୁର୍ ଚିନ୍ ଗଦାଇ ଅଇ ନ୍ରିଲାଇ। ସେମ୍ନ୍ ଆର୍ଗଟ୍ତର୍ ଜୀବନ୍ ଅଇଲାଇ ଆର୍ ଖ୍ରୀଷ୍ଟର୍ ସ୍ଙ୍ଗ୍ ହ୍ଜାର୍ ବ୍ର୍ସ୍ ହ୍ତେକ୍ ଶାସନ୍ କ୍ଲାଇ। Viz kapitolaସଃର୍ଗାର୍ ବାଟ୍ ନଃଉଁଆ ନିଅମ୍4 ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ । Viz kapitola |