ମାର୍କ 8:6 - ବ୍ଡ଼୍ ହ୍ର୍ଜା ବାଇବଲ6 ସେଡେବ୍ଳ୍ ଯୀଶୁ ସ୍ବୁ ଲକ୍ମ୍ନ୍କେ ବୁଏଁ ବ୍ସୁକେ ଆଦେଶ୍ ଦିଲା। ତାର୍ ହ୍ଚେ ସେ ସାତ୍ଗଟ୍ ରୁଟି ଆଣି ଇଶ୍ଵର୍କେ ଦନ୍ୟବାଦ୍ ଦ୍ଇ ସେ ସ୍ବୁ ରୁଟି ଚିଡାଇ କ୍ରି ବାଟା କ୍ରୁକେ ନିଜାର୍ ଚେଲାମ୍ନ୍କେ ଦିଲା ଆର୍ ସେମ୍ନ୍ ସ୍ବୁ ଲକ୍ମ୍ନ୍କେ ବାଟାକ୍ରି ଦିଲାଇ। Viz kapitolaସଃର୍ଗାର୍ ବାଟ୍ ନଃଉଁଆ ନିଅମ୍6 ତାର୍ହଃଚେ ଜିସୁ ଲକ୍ମଃନ୍କେ ମାଟାୟ୍ ବଃସୁକେ କୟ୍ଲା, ଆରେକ୍ ଜିସୁ ସେ ସାତ୍ଗଟ୍ ରୁଟିକେ ଆତେ ଦଃରି ଇସ୍ୱର୍କେ ପାର୍ତ୍ନାକଃରି ରୁଟିସଃବୁ କଃଣ୍ଡ୍ କଃଣ୍ଡ୍ କଃରି ଲକ୍ମଃନ୍କେ ବାଟି ଦିଆସ୍ ବଃଲି ତାର୍ ଚେଲାମଃନ୍କେ ଦିଲା; ଚେଲାମଃନ୍ ସଃବୁ ଲକ୍ମଃନ୍କେ ସେରି ବାଟାକଃରି ଦିଲାୟ୍ । Viz kapitola |