Online Bible

- Reklamy -




ମାର୍କ 14:27 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

27 ଜ୍‌ଡେବ୍‌ଳ୍ ସେମନ୍ ଡଙ୍ଗ୍‍ରେ ଚ୍‌ଗ୍‌ତି ରିଲାଇ ଯୀଶୁ ସେମ୍‌ନ୍‍କେ କଇଲା, “ତୁମିମ୍‍ନ୍ ସ୍‌ବୁଲକ୍ ମକେ ଚାଡି ହଳାଉଆସ୍, କାଇତାକ୍ ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଲେକାଆଚେ, ‘ମୁଇ ସେ ଲକ୍‌କେ ମ୍‌ର୍‌ନେ ମାରିନ୍ ଯେ ମର୍ ଲକ୍‌ମ୍‍ନ୍‌କେ ଗୌଡିଆ ହର୍ ଜ୍‌ତେନ୍ କ୍‍ର୍‍ସି, ଆରେକ୍‌ ସେମ୍‌ନ୍ ମେଣ୍ଢାମ୍‍ନ୍‍କାର୍ ହର୍ ଚାର୍‍କାର୍ ଅଉତି।’

Viz kapitola kopírovat

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

27 ଜିସୁ ସେମଃନ୍‌କେ କୟ୍‌ଲା, “ତୁମିମଃନ୍ ମକ୍‌ ଚାଡି ହଃଳାଉଆସ୍‌, ଇରି ସାସ୍ତରେ ଲେକା ଅୟ୍‌ଆଚେ, ‘ମୁଁୟ୍‌ ଗଃଉଳିଆକେ ମଃର୍ନେ ମାରିନ୍ଦ୍, ଆର୍‌ ମେଣ୍ଡାମଃନ୍ ଏଣେ ତେଣେ ହଃଳାଉତି ।

Viz kapitola kopírovat




ମାର୍କ 14:27

Následuj nás:

Reklamy


Reklamy