ମାତିଉ 26:36 - ବ୍ଡ଼୍ ହ୍ର୍ଜା ବାଇବଲ36 ଆର୍ ହ୍ଚେ ଯୀଶୁ ନିଜାର୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ଗେତ୍ଶିମନୀ ନାଉଁର୍ ବଗିଚାଇ କେଟ୍ଲାଇ। ସେ ତାର୍ ଚେଲାମ୍ନ୍କେ କଇଲା, ମୁଇ ଜାଇ ଇଶ୍ୱର୍ ଲ୍ଗେ ପାର୍ତେନା କ୍ର୍ତା ହ୍ତେକ୍ ଇତି ବ୍ସିରିଆ। Viz kapitolaସଃର୍ଗାର୍ ବାଟ୍ ନଃଉଁଆ ନିଅମ୍36 ଇତାର୍ହଃଚେ ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ଗେତ୍ସିମନି ନାଉଁଆର୍ ବାଳେ ଗଃଲାୟ୍, ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ସେତି ଜାୟ୍ ମୁଁୟ୍ ପାର୍ତ୍ନା କଃରି ଆସ୍ତା ହଃତେକ୍ ତୁମିମଃନ୍ ଇତି ବଃସିରିଆ ।” Viz kapitola |