ଗଣନା ପୁସ୍ତକ 17:12 - ଓଡିଆ ବାଇବେଲ12 ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ। Ver Capítuloପବିତ୍ର ବାଇବଲ (Re-edited) - (BSI)12 ଏଥି ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ। Ver Capítuloପବିତ୍ର ବାଇବଲ12 ଏହା ପରେ ଇସ୍ରାଏଲର ଲୋକମାନେ ମୋଶାଙ୍କୁ କହିଲେ, “ଆମ୍ଭେ ଜାଣୁ ଆମ୍ଭେମାନେ ମରିବୁ। ଆମ୍ଭେମାନେ ବିନଷ୍ଟ ହୋଇଅଛୁ, ଆମ୍ଭେମାନେ ବିନଷ୍ଟ ହେବୁ। Ver Capítulo |