ଲୂକ ଲିଖିତ ସୁସମାଚାର 5:5 - ଓଡିଆ ବାଇବେଲ5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି । Ver Capítuloପବିତ୍ର ବାଇବଲ (Re-edited) - (BSI)5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। Ver Capítuloପବିତ୍ର ବାଇବଲ (CL) NT (BSI)5 ଶିମୋନ ଉତ୍ତର ଦେଲେ, “ଗୁରୁ, ଗତ ରାତିରେ ଆମେ ବହୁ ପରିଶ୍ରମ କଲୁ, କିନ୍ତୁ କିଛି ପାଇଲୁ ନାହିଁ। ତଥାପି ଆପଣ ଯଦି କହୁଛନ୍ତି, ତେବେ ମୁଁ ଜାଲ ପକାଇବି।” Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। Ver Capítuloପବିତ୍ର ବାଇବଲ5 ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” Ver Capítulo |