୧ ଥେସଲନୀକୀୟ 5:24 - ଓଡିଆ ବାଇବେଲ24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସହାଯ୍ୟ କରିବେ । Ver Capítuloପବିତ୍ର ବାଇବଲ (Re-edited) - (BSI)24 ଯେ ତୁମ୍ଭମାନଙ୍କୁ ଆହ୍ଵାନ କରୁଅଛନ୍ତି, ସେ ବିଶ୍ଵସ୍ତ; ସେ ତାହା ମଧ୍ୟ ସାଧନ କରିବେ। Ver Capítuloପବିତ୍ର ବାଇବଲ (CL) NT (BSI)24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ତାହା କରିବେ, କାରଣ ସେ ବିଶ୍ୱସ୍ତ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ। Ver Capítuloପବିତ୍ର ବାଇବଲ24 ଯେଉଁ ପରମେଶ୍ୱର ତୁମ୍ଭମାନଙ୍କୁ ଡାକିଛନ୍ତି, ତୁମ୍ଭେମାନେ ତାହାଙ୍କ ଉପରେ ଭରସା ରଖ। ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି, ସେ ସବୁକିଛି କରିବେ। Ver Capítulo |