ରୋମୀୟ 4:22 - ପବିତ୍ର ବାଇବଲ22 ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।” Ver Capítuloପବିତ୍ର ବାଇବଲ (Re-edited) - (BSI)22 ଏଥିପାଇଁ ମଧ୍ୟ ଏହା ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା; Ver Capítuloଓଡିଆ ବାଇବେଲ22 ଏଥିପାଇଁ ମଧ୍ୟ ଏହା ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା Ver Capítuloପବିତ୍ର ବାଇବଲ (CL) NT (BSI)22 ସେଥିପାଇଁ ତାଙ୍କ ବିଶ୍ୱାସ ଯୋଗୁ ଅବ୍ରାହମ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ ହୋଇଥିଲେ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ଏଥିପାଇଁ ମଧ୍ୟ ଏହା ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା। Ver Capítulo |