La Biblia Online

- Anuncios -




ହିତୋପଦେଶ 4:4 - ପବିତ୍ର ବାଇବଲ

4 ମୋର ପିତା ମୋତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମୋତେ କହିଲେ, “ମୋର କଥାସବୁ ମନେରଖ, ମୋର ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।

Ver Capítulo Copiar

ପବିତ୍ର ବାଇବଲ (Re-edited) - (BSI)

4 ପିତା ମୋତେ ଶିକ୍ଷା ଦେଇ କହିଲେ, ତୁମ୍ଭ ମନ ମୋହର କଥା ରକ୍ଷା କରୁ, ମୋହର ଆଜ୍ଞାସବୁ ପାଳନ କରି ବଞ୍ଚ।

Ver Capítulo Copiar

ଓଡିଆ ବାଇବେଲ

4 ପିତା ମୋତେ ଶିକ୍ଷା ଦେଇ କହିଲେ, “ତୁମ୍ଭ ମନରେ ମୋହର କଥାସବୁ ରଖ, ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।”

Ver Capítulo Copiar

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପିତା ମୋତେ ଶିକ୍ଷା ଦେଇ କହିଲେ, “ତୁମ୍ଭ ମନରେ ମୋହର କଥାସବୁ ରଖ, ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।

Ver Capítulo Copiar




ହିତୋପଦେଶ 4:4

Síguenos en:

Anuncios


Anuncios