ଲୂକ ଲିଖିତ ସୁସମାଚାର 5:28 - ପବିତ୍ର ବାଇବଲ28 ଲେବୀ ଉଠି ପଡ଼ିଲେ। ସେ ସବୁକିଛି ପରିତ୍ୟାଗ କରି ଯୀଶୁଙ୍କୁ ଅନୁସରଣ କଲେ। Ver Capítuloପବିତ୍ର ବାଇବଲ (Re-edited) - (BSI)28 ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ। Ver Capítuloଓଡିଆ ବାଇବେଲ28 ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ । Ver Capítuloପବିତ୍ର ବାଇବଲ (CL) NT (BSI)28 ଲେବୀ ସଙ୍ଗେ ସଙ୍ଗେ ସମସ୍ତ ପରିତ୍ୟାଗ କରି ତାଙ୍କ ପଛେ ପଛେ ଗଲେ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ। Ver Capítulo |