ଲୂକ ଲିଖିତ ସୁସମାଚାର 4:19 - ପବିତ୍ର ବାଇବଲ19 ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।” Ver Capítuloପବିତ୍ର ବାଇବଲ (Re-edited) - (BSI)19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। Ver Capítuloଓଡିଆ ବାଇବେଲ19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି । Ver Capítuloପବିତ୍ର ବାଇବଲ (CL) NT (BSI)19 ଓ ପ୍ରଭୁ ତାଙ୍କ ଲୋକମାନଙ୍କୁ ରକ୍ଷା କରିବାର ସମୟ ଯେ ଉପସ୍ଥିତ, ଏହା ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଛନ୍ତି।” Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି।” Ver Capítulo |