ଲୂକ ଲିଖିତ ସୁସମାଚାର 2:30 - ପବିତ୍ର ବାଇବଲ30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି। Ver Capítuloପବିତ୍ର ବାଇବଲ (Re-edited) - (BSI)30 କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି, Ver Capítuloଓଡିଆ ବାଇବେଲ30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, Ver Capítuloପବିତ୍ର ବାଇବଲ (CL) NT (BSI)30 ମୁଁ ସ୍ୱଚକ୍ଷୁରେ ତୁମ ପ୍ରଦତ୍ତ ପରିତ୍ରାଣ ଦେଖିଛି, Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, Ver Capítulo |