ଲୂକ ଲିଖିତ ସୁସମାଚାର 2:22 - ପବିତ୍ର ବାଇବଲ22 ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି ହେବାର ସମୟ ଆସିଲା। ଏହା ପରେ ଯୋଷେଫ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ନେଇ ଆସିଲେ। Ver Capítuloପବିତ୍ର ବାଇବଲ (Re-edited) - (BSI)22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କର ଶୁଚି ହେବା ସମୟ ପୂର୍ଣ୍ଣ ହେଲା, Ver Capítuloଓଡିଆ ବାଇବେଲ22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, Ver Capítuloପବିତ୍ର ବାଇବଲ (CL) NT (BSI)22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ଯୋସେଫ ଓ ମରିୟମଙ୍କର ଶୁଦ୍ଧି ହେବା ସମୟ ଉପସ୍ଥିତ ହେଲା, ସେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶିଶୁକୁ ଉତ୍ସର୍ଗ କରିବା ପାଇଁ ଯିରୂଶାଲମକୁ ନେଲେ, Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, Ver Capítulo |