ଲୂକ ଲିଖିତ ସୁସମାଚାର 1:57 - ପବିତ୍ର ବାଇବଲ57 ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ। Ver Capítuloପବିତ୍ର ବାଇବଲ (Re-edited) - (BSI)57 ପରେ ଏଲୀଶାବେଥଙ୍କ ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ସେ ଗୋଟିଏ ପୁତ୍ର ପ୍ରସବ କଲେ, Ver Capítuloଓଡିଆ ବାଇବେଲ57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ, Ver Capítuloପବିତ୍ର ବାଇବଲ (CL) NT (BSI)57 ଏଲିଶାବେଥ୍ଙ୍କୁ ପ୍ରସବ ସମୟ ଉପସ୍ଥିତ ହେଲା ଓ ସେ ଏକ ପୁତ୍ର ପ୍ରସବ କଲେ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ, Ver Capítulo |