ଲୂକ ଲିଖିତ ସୁସମାଚାର 1:56 - ପବିତ୍ର ବାଇବଲ56 ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲୀଶାବେଥଙ୍କ ପାଖରେ ରହିବା ପରେ ନିଜେ ଘରକୁ ଫେରିଗଲେ। Ver Capítuloପବିତ୍ର ବାଇବଲ (Re-edited) - (BSI)56 ଆଉ, ମରୀୟମ ପ୍ରାୟ ତିନି ମାସ ତାଙ୍କ ସହିତ ରହି ଆପଣା ଗୃହକୁ ବାହୁଡ଼ିଗଲେ। Ver Capítuloଓଡିଆ ବାଇବେଲ56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ । Ver Capítuloପବିତ୍ର ବାଇବଲ (CL) NT (BSI)56 ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲିଶାବେଥ୍ଙ୍କ ସହିତ ରହିବା ପରେ ଗୃହକୁ ବାହୁଡ଼ି ଗଲେ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ। Ver Capítulo |