La Biblia Online

- Anuncios -




ଲେବୀୟ ପୁସ୍ତକ 25:30 - ପବିତ୍ର ବାଇବଲ

30 ଯଦି ନଗରରେ ସେହି ଗୃହଟିର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ହୋଇଥାଏ, ତେବେ ପଞ୍ଜିକା ବର୍ଷ ସମ୍ପୂର୍ଣ୍ଣ ହେଲେ ମଧ୍ୟ ତାହା ବିକ୍ରେତା ବ୍ୟକ୍ତିକୁ ମିଳିବ ନାହିଁ। ସବୁଦିନ ପାଇଁ ଏକ ଗୃହଟି କ୍ରୟ କର୍ତ୍ତାର ହୋଇ ରହିବ। ମହୋଲ୍ଲାସ-ଉତ୍ସବ ବର୍ଷରେ ମଧ୍ୟ ତାହା ମୁକ୍ତ ହୋଇ ପାରିବ ନାହିଁ।

Ver Capítulo Copiar

ପବିତ୍ର ବାଇବଲ (Re-edited) - (BSI)

30 ମାତ୍ର ଯେବେ ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀରବେଷ୍ଟିତ ନଗର-ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ-ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୋବେଲ ସମୟରେ ତାହା ମୁକ୍ତ ହେବ ନାହିଁ।

Ver Capítulo Copiar

ଓଡିଆ ବାଇବେଲ

30 ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀରବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୁବ୍‍ଲୀ ସମୟରେ ତାହା ମୁକ୍ତ ହେବ ନାହିଁ।

Ver Capítulo Copiar

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ମାତ୍ର ଯଦି ପୂର୍ଣ୍ଣ ଏକ ବର୍ଷ ମଧ୍ୟରେ ତାହା ମୁକ୍ତ କରା ନ ଯାଏ, ତେବେ ପ୍ରାଚୀର-ବେଷ୍ଟିତ ନଗର ମଧ୍ୟବର୍ତ୍ତୀ ସେହି ଗୃହ ପୁରୁଷ-ପରମ୍ପରାରେ କ୍ରୟକର୍ତ୍ତାର ନିତ୍ୟ ଅଧିକାର ହେବ; ଯୋବେଲ ସମୟରେ ତାହା ମୁକ୍ତ ହେବ ନାହିଁ।

Ver Capítulo Copiar




ଲେବୀୟ ପୁସ୍ତକ 25:30

Síguenos en:

Anuncios


Anuncios