ଏବ୍ରୀ 13:14 - ପବିତ୍ର ବାଇବଲ14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। Ver Capítuloପବିତ୍ର ବାଇବଲ (Re-edited) - (BSI)14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ଵେଷଣ କରୁଅଛୁ। Ver Capítuloଓଡିଆ ବାଇବେଲ14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭାବି ନଗରର ଅନ୍ୱେଷଣ କରୁଅଛୁ । Ver Capítuloପବିତ୍ର ବାଇବଲ (CL) NT (BSI)14 କାରଣ ଆମ ପାଇଁ ଏ ଜଗତରେ କୌଣସି ସ୍ଥାୟୀ ନଗର ନାହିଁ; ଯେଉଁ ନଗର ଭବିଷ୍ୟତରେ ସ୍ଥାପିତ ହେବ, ଆମେ ସେହି ନଗର ଅପେକ୍ଷାରେ ଅଛୁ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ। Ver Capítulo |