ଏଫିସୀୟ 4:9 - ପବିତ୍ର ବାଇବଲ9 “ଉଚ୍ଚକୁ ଗଲେ” କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ। Ver Capítuloପବିତ୍ର ବାଇବଲ (Re-edited) - (BSI)9 (ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ। Ver Capítuloଓଡିଆ ବାଇବେଲ9 (ସେ ଆରୋହଣ କଲେ ବୋଲି କହିଲେ ଅର୍ଥ କ'ଣ? ନା, ସେ ମଧ୍ୟ ନିଚସ୍ଥ ପୃଥିବୀକୁ ଅବତରଣ କରିଥିଲେ । Ver Capítuloପବିତ୍ର ବାଇବଲ (CL) NT (BSI)9 “ସେ ଉଦ୍ଧ୍ୱର୍କୁ ଆରୋହଣ କଲେ”, ଏହାର ଅର୍ଥ କ’ଣ? ଏହାର ଅର୍ଥ, ପ୍ରଥମେ ସେ ପୃଥିବୀର ନିମ୍ନତମ ସ୍ଥାନମାନଙ୍କୁ ଅବତରଣ କରିଥିଲେ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 (ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ। Ver Capítulo |