La Biblia Online

- Anuncios -




ଦ୍ଵିତୀୟ ବିବରଣ 1:12 - ପବିତ୍ର ବାଇବଲ

12 କିନ୍ତୁ ମୁଁ ଏକାକୀ ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ।

Ver Capítulo Copiar

ପବିତ୍ର ବାଇବଲ (Re-edited) - (BSI)

12 ମୁଁ କିରୂପେ ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି?

Ver Capítulo Copiar

ଓଡିଆ ବାଇବେଲ

12 ମୁଁ କିପରି ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି ?

Ver Capítulo Copiar

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମୁଁ କିପରି ଏକାକୀ ତୁମ୍ଭମାନଙ୍କର ଏତେ ବୋଝ ଓ ଭାର ଓ ବିବାଦ ସହ୍ୟ କରି ପାରିବି?

Ver Capítulo Copiar




ଦ୍ଵିତୀୟ ବିବରଣ 1:12

Síguenos en:

Anuncios


Anuncios