La Biblia Online

- Anuncios -




ପ୍ରେରିତ 28:18 - ପବିତ୍ର ବାଇବଲ

18 ରୋମୀୟମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ସେମାନେ ମୋ'ଠାରେ ମୃତ୍ୟୁଦଣ୍ଡ ଯୋଗ୍ୟ କୌଣସି ଦୋଷ ପାଇଲେ ନାହିଁ। ତେଣୁ ସେମାନେ ମୋତେ ମୁକ୍ତ କରି ଦେବା ପାଇଁ ଗ୍ଭହିଁଲେ।

Ver Capítulo Copiar

ପବିତ୍ର ବାଇବଲ (Re-edited) - (BSI)

18 ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ତର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ;

Ver Capítulo Copiar

ଓଡିଆ ବାଇବେଲ

18 ସେମାନେ ମୋହର ବିଚାର କରି ମୋଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ;

Ver Capítulo Copiar

ପବିତ୍ର ବାଇବଲ (CL) NT (BSI)

18 ମୋତେ ଜେରା କରିବା ପରେ ମୃତ୍ୟୁଦଣ୍ଡ ଭୋଗ କରିବା ପାଇଁ ମୁଁ କୌଣସି ଅପରାଧ କରି ନାହିଁ ବୋଲି ଜାଣିପାରି ରୋମୀୟମାନେ ମୋତେ ମୁକ୍ତ କରି ଦେବାକୁ ଚାହିଁଥିଲେ।

Ver Capítulo Copiar

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ;

Ver Capítulo Copiar




ପ୍ରେରିତ 28:18

Síguenos en:

Anuncios


Anuncios