1 ବଂଶାବଳୀ 1:33 - ପବିତ୍ର ବାଇବଲ33 ମିଦିୟନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦାୟା। ଏହି ସମସ୍ତ ବ୍ୟକ୍ତିମାନେ କଟୂରାର ବଂଶଧର ଥିଲେ। Ver Capítuloପବିତ୍ର ବାଇବଲ (Re-edited) - (BSI)33 ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ। Ver Capítuloଓଡିଆ ବାଇବେଲ33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ। Ver Capítuloଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ। Ver Capítulo |