ଫିଲୀମନ 1:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ; Ver Capítuloପବିତ୍ର ବାଇବଲ (Re-edited) - (BSI)18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖ; Ver Capítuloଓଡିଆ ବାଇବେଲ18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋ' ହିସାବରେ ଲେଖିରଖ; Ver Capítuloପବିତ୍ର ବାଇବଲ (CL) NT (BSI)18 ସେ ଯଦି ତୁମର କିଛି କ୍ଷତି କରିଥାଏ, କିମ୍ବା ତୁମକୁ ତା’ର କିଛି ଦେବାର ଥାଏ, ତାହା ମୋ’ ହିସାବରେ ଲେଖି ଦିଅ। Ver Capítuloପବିତ୍ର ବାଇବଲ18 ଯଦି ଅନୀସିମ ତୁମ୍ଭ ପ୍ରତି କିଛି ଭୁଲ୍ କରିଛି ବା ତା'ର ତୁମକୁ କିଛି ଦେବାକୁ ଅଛି ତେବେ ତାହା ମୋ’ ଖାତାରେ ପକାଇ ଦିଅ। Ver Capítulo |