ଲୂକ ଲିଖିତ ସୁସମାଚାର 5:39 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ‘ପୁରୁଣା ତ ଭଲ।’” Ver Capítuloପବିତ୍ର ବାଇବଲ (Re-edited) - (BSI)39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ପୁରୁଣା ତ ଭଲ। Ver Capítuloଓଡିଆ ବାଇବେଲ39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ପୁରୁଣା ତ ଭଲ । Ver Capítuloପବିତ୍ର ବାଇବଲ (CL) NT (BSI)39 ପୁଣି ପୁରୁଣା ଦ୍ରାକ୍ଷାରସ ପାନ କରିବା ପରେ କେହି ନୂଆ ଦ୍ରାକ୍ଷାରସ ପାନ କରେ ନାହିଁ! ସେ କହିବ ପୁରୁଣା ହିଁ ଭଲ।” Ver Capítuloପବିତ୍ର ବାଇବଲ39 ପୁରୁଣା ଦ୍ରାକ୍ଷାରସ ପିଇ ସାରି କୌଣସି ଲୋକ କେବେ ହେଲେ ନୂଆ ଦ୍ରାକ୍ଷାରସ ପିଇବାକୁ ଇଚ୍ଛା କରେ ନାହିଁ। କାରଣ ସେ କହେ, “ପୁରୁଣା ଦ୍ରାକ୍ଷାରସ ସୁଆଦ।” Ver Capítulo |