ଲୂକ ଲିଖିତ ସୁସମାଚାର 4:31 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, Ver Capítuloପବିତ୍ର ବାଇବଲ (Re-edited) - (BSI)31 ସେ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, Ver Capítuloଓଡିଆ ବାଇବେଲ31 ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ, Ver Capítuloପବିତ୍ର ବାଇବଲ (CL) NT (BSI)31 ତା’ପରେ ଯୀଶୁ ଗାଲିଲୀର କପର୍ନାହୂମ ନାମକ ଏକ ସହରକୁ ଯାଇ ବିଶ୍ରାମବାର ଦିନ ସେଠାରେ ଶିକ୍ଷା ଦେଲେ। Ver Capítuloପବିତ୍ର ବାଇବଲ31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। Ver Capítulo |