ଲେବୀୟ ପୁସ୍ତକ 27:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ଯଦି ସେ ଯୋବେଲ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ। Ver Capítuloପବିତ୍ର ବାଇବଲ (Re-edited) - (BSI)17 ଯେବେ ସେ ଯୋବେଲ-ବର୍ଷଠାରୁ ଆପଣା କ୍ଷେତ୍ର ପ୍ରତିଷ୍ଠା କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ। Ver Capítuloଓଡିଆ ବାଇବେଲ17 ଯଦି ସେ ଯୁବ୍ଲୀ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ। Ver Capítuloପବିତ୍ର ବାଇବଲ17 ଯଦି ଜଣେ ମନୁଷ୍ୟ ମହୋଲ୍ଲାସ-ଉତ୍ସବ ବର୍ଷରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। Ver Capítulo |